KabisuryaNagar ™# ପିଅନ୍ତୁ ନାହିଁ cold-drink

Posted by Basant Info on September 20, 2017 with No comments

*ଯଦି ଆପଣ ଆପଣଙ୍କ ପରିବାରର ସଦସ୍ୟ ବା ନିଜର ବନ୍ଧୁ ମାନଙ୍କୁ ଆଗାମୀ ଦିନରେ କୌଣସି ଅସୁବିଧାର ସମ୍ମୁଖୀନ ହେବାରୁ ବଞ୍ଚାଇବାକୁ ଚାହୁଁଛନ୍ତି ତାହେଲେ ସେମାନଙ୍କୁ ଏ ମେସେଜ ପଠାନ୍ତୁ*

*ଏହି ମେସେଜରେ ଏମିତି ବହୁତ କିଛି ଜାଣିବା ଓ ଶିଖିବା ଜିନିଷ ଅଛି ଯାହା ଭୁଲ ଆମେ ନିତିଦିନ କରିଥାଉ, ଆଉ ସେହି ଭୁଲ ପାଇଁ ବହୁତ ଲୋକ ନିଜନିଜର ଜୀବନ ମଧ୍ୟ ହରେଇଛନ୍ତି, ତ ଆସନ୍ତୁ ଜାଣିବା ସେ ଭୁଲ କଣ*

*1. Appy Fizz ପିଅନ୍ତୁ ନାହିଁ ଏଥିରେ କ୍ୟାନସର ହୋଇପାରେ।*

*2. Coca Cola ଓ Pepsi ପିଇବା ସାଙ୍ଗେ ସାଙ୍ଗେ Mentos ଚକଲେଟ ଖାଆନ୍ତୁ ନାହିଁ, କାରଣ ଏହାର ମିଶ୍ରଣରେ Cyanide ହୁଏ, ଯାହା ମନୁଷ୍ୟର ଜୀବନ ନେଇପାରେ।*

*3. Kurkure ଖାଆନ୍ତୁ ନାହିଁ କାରଣ ଏଥିରେ ବହୁ ମାତ୍ରାରେ ପ୍ଲାଷ୍ଟିକ ଥାଏ, ପ୍ରମାଣ କରିବା ପାଇଁ Kurkure କୁ ଜଳାଇ ଦେଖନ୍ତୁ ପ୍ଲାଷ୍ଟିକ ତରଳ ଅବସ୍ଥାରେ ଦେଖିବାକୁ ପାଇବେ।*

*4. ଏହି ଔଷଧ ଗୁଡାକୁ ନ ଖାଆନ୍ତୁ ଆଉ ନା କାହାକୁ ଖାଇବାକୁ ଦିଅନ୍ତୁ*
* D-Cold
* Vicks Action-500
* Actifed
* Coldarin
* Cosome
* Nice
* Nimulid
* Cetrizet-D*
*ଏହି ଔଷଧ ଗୁଡାକ ମଧ୍ୟରେ Phenyl Propanol-Amide (PPA) ଥାଏ , USA ରେ ଏହି ଔଷଧ ମାନଙ୍କ ଉପରେ ରୋକ ଅଛି।*

*5. ସଦାବେଳେ ମନ ରଖନ୍ତୁ ମୋବାଇଲ ରିଚାର୍ଜ ଭାଉଚର କିଣିଲେ ତାକୁ ନିଜ ନଖରେ ଘଷି ରିଚାର୍ଜ କରନ୍ତୁ ନାହିଁ, କାରଣ ଏଥିରେ Silver Nitro Oxide ର ପରତ ଥାଏ, ଯାହା ଜଦି ନଖ ମଧ୍ୟରେ ରହି ଜାଏ ତାହେଲେ ଏଥିଜୋଗୁ ସ୍କିନ କ୍ୟାନସର ହୋଇପାରେ।*

*6. ସବୁଦିନେ ଫୋନରେ କଥା ହେଲା ବେଳେ ଫୋନକୁ ନିଜ ବାମ କାନରେ ରଖି କଥା ହୁଅନ୍ତୁ।*

*7. ଔଷଧ ଗରମ ପାଣିରେ ହି ଖାଇବାକୁ ଚେଷ୍ଟା କରନ୍ତୁ।*

*8. ସାନ୍ଧ୍ୟା 5 ଟା ପରେ କମ ଖାଇବାକୁ ଚେଷ୍ଟା କରନ୍ତୁ।*

*9. ରାତ୍ର ତୁଳନାରେ ସଖାଳୁ ଅଧିକା ପାଣି ପିଅନ୍ତୁ।*

*10. ଶୋଇବାର ସବୁଠୁ ଭଲ ସମୟ ହେଲା ରାତ୍ର 10 ଟାରୁ ଭୋର 4 ଟା ପର୍ଯ୍ୟନ୍ତ।*

*11. କୌଣସି ପ୍ରକାରର ଔଷଧ ଖାଇବା ପରେ କିମ୍ବା ଖାଦ୍ୟ ଖାଇବା ପରେ ସାଙ୍ଗେ ସାଙ୍ଗେ ଶୁଅନ୍ତୁ ନାହିଁ।*

*12. ଯଦି ଆପଣଙ୍କ ଫୋନର ବେଟେରୀ କମ ହୋଇ 10% କିମ୍ବା 15% ଅଛି ତାହେଲେ ଫୋନ ଚାର୍ଜ ନକରିବା ପର୍ଯ୍ୟନ୍ତ ସେହି ଫୋନରେ କଥା ହୁଅନ୍ତୁ ନାହିଁ, କାରଣ ବେଟେରୀ ଲୋ ହେଲେ ମୋବାଇଲ ର ରେଡିଏସନ 1000% ଅଧିକ ହୋଇଜାଏ, ଯାହା ଆମ ପ୍ରତି ବିପଦ।*

*ଆସନ୍ତୁ ଯେତେ ପାରିବା ଏସବୁ ଭୁଲରୁ ବଞ୍ଚିବାକୁ ଚେଷ୍ଟା କରିବା, ଗୋଟେ ଅନ୍ଧ ହିଁ ଜାଣିପାରିବ ଯେ ଆଖିର ମୂଲ୍ୟ କଣ, ଗୋଟେ ଗୋଡ ନଥିବା ଲୋକ ଜାଣିପାରିବ ଯେ ଗୋଡ଼ର ତା ଜୀବନରେ କଣ ମୂଲ୍ୟ, ଠିକ ସେମିତି ଗୋଟେ ରୋଗି ହିଁ ଜାଣିପାରିବ ଯେ ସୁସ୍ଥତା ତାପାଇଁ କଣ।*

*ଆମେ ଆଜି ଭଲ ଅଛନ୍ତି କିନ୍ତୁ ଭଗବାନ ନ କରନ୍ତୁ ଜେ କାଲି ଆମ ସାଙ୍ଗରେ ଏମିତି କିଛି ହଉ, ଯାହା ପରେ ଆମେ ଭାବିବା ଯଦି ଏ ଭୁଲ ନକରିଥାନ୍ତି ତାହେଲେ ଆଜି ମୋସାଙ୍ଗରେ ଏମିତି ଅଘଟଣ ଘଟି ନଥାନ୍ତା, ହେଇଗଲା ପରେ ଭାବିକି ନିଜକୁ ଦୋଷ ଦେବା ତୁଳନାରେ ଆଗରୁ ସତର୍କ ରହିବା ଭଲକଥା ନା........*

*ଆମ ସତର୍କତା ହିଁ ଆମକୁ ବିପଦରୁ ବଞ୍ଚାଇ ପାରିବ

Share plz....