2

Posted by Basant Info on September 09, 2017 with No comments
ଏ ଅଳ୍ପ ଗଳ୍ପଟିଏ

ମନ୍ଦିର ବାହାରେ ଲେଖା ଥୀବା ଏକ ନିରାଟ ସତ୍ୟ । ଯଦି ଉପବାସ କରିଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥୀବା ଭିକାରୀ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୁଅନ୍ତା । ତେଣୁ ଉପବାସ ଅନ୍ନର ନୁହଁ ବିଚ୍ଚାରର କର। ମଣିଷ ନିଜେ ପ୍ରଥମେ ଠିକ୍ ହେବା ଦରକାର । ଯେତେବେଳେ ଚଢେଇ ଜୀବିତ ରହିବାକୁ ଚାହେଁ ସେ ପିମ୍ପୁଡିକୁ ଖାଦ୍ୟ ରୂପେ ଗ୍ରହଣ କରିଥାଏ । ସେଇଥୀପାଇଁ ଏହି କଥାକୁ ଧ୍ୟାନ ରଖୀବା ଦରକାର କି ସମୟ ଓ ପରିସ୍ଥିତି କେଉଁ ସମୟରେ ମଧ୍ୟ ବଦଳିପାରେ । ତେଣୁ କେବେବି କାହାକୁ ଅପମାନ କରିବା ଅନୁଚିତ୍ । କେବେବି  କାହାକୁ ନିଜଠାରୁ କମ୍ ଗଣନା କରିବା ଅନୁଚିତ୍ । ତୁମେ ଶକ୍ତିଶାଳୀ ହୋଇପାର କିନ୍ତୁ ସମୟ ତୁମଠାରୁ ବଳବାନ । ଗୋଟିଏ ଗଛରୁ ଲକ୍ଷ ଲକ୍ଷ ମାଚିସ୍ କାଠି ତିଆରି କରାଯାଇ ପାରେ କିନ୍ତୁ ଗୋଟିଏ ମାଚିସ୍ କାଠିରୁ ଲକ୍ଷ ଲକ୍ଷ ବୃକ୍ଷଲତା କୁ ଜଳାଯାଇ ପାରିବ । କେହି କେତେ ଭି ନା ଶକ୍ତିଶାଳୀ  ହୋଇଯାଉ  କିନ୍ତୁ ସମୟ ଓ ପରିସ୍ଥିତି ତାକୁ ଶକ୍ତିଶାଳୀ ହେବାର ସୁଯୋଗ ଦେଇ ନ ଥାଏ । ବିଧୀର ବିଡମ୍ବନା ଅନୁସାରେ କଣ୍ଠ ଦେଲା କୋଈଲୀକୁ କିନ୍ତୁ ରୂପ ଦେଲା ନାହିଁ । ରୂପ ଦେଲା ମୟୂରକୁ  କିନ୍ତୁ ଇଚ୍ଛା ଦେଲା ନାହିଁ । ଇଚ୍ଛା ଦେଲା ମଣିଷକୁ କିନ୍ତୁ ସନ୍ତୋଷ ଦେଲା ନାହିଁ।ଦେଲା ସନ୍ତୋଷ ସନ୍ଥକୁ କିନ୍ତୁ ସଂସାର ଦେଲା ନାହିଁ । ଦେଲା ସଂସାର ଚଲାଇବାକୁ ଦେବା ଦେବୀଙ୍କୁ କିନ୍ତୁ ତାଙ୍କଠାରୁ ମଧ୍ୟ ମୋକ୍ଷ ଚ୍ଛିନ୍ନ କରିଦେଲା । କରିବୁନି କେବେ ମଧ୍ୟ ଗର୍ବ ନିଜ ଉପରେ "ଏ ମଣିଷ" ଭଗବାନ ତୋରି ଆଉ ମୋରି ପରି କତେ ଯେ ମାଟିରେ ଗଢି ମାଟିରେ ମିଶାଇ ଦେଇଚ୍ଛି । ସଂସାରରେ ମଣିଷ 3ଟି ସ୍ବାର୍ଥପାଇଁ ପରିଶ୍ରମ କରିଥାଏ --------------
1:- ମୋ ନାମ ଉଚ୍ଚା ହେଉ  
2:- ମୋ ଜୀବନଶୈଳି ଓ ବେଶଭୂଷା ଭଲ ହେଉ  
3:- ମୋ ଘରଦ୍ବାର ଭଲ ହେଉ । କିନ୍ତୁ ମଣିଷ ମଲାପରେ ସର୍ବପ୍ରଥମେ ଏହି 3ଟି ଜିନିଷର ପରିବର୍ତନ ଦେଖାଦେଇଥାଏ ।
1:- ନାମ (ସ୍ବର୍ଗିୟ)  
2:-ଜୀବନଶୈଳୀ ବେଶଭୂଷା(କଫନ୍)
3:- ଘରଦ୍ବାର (ଶ୍ମଶାନ)
ଯାହାକୁ ଆମେ ବୁଝିବାକୁ ଚେଷ୍ଟା କରୁନୁ ଗୋଟିଏ ପଥର ଥରେ ମନ୍ଦିରକୁ ଗଲାପରେ ସେ ଭଗବାନ ହୋଇଯାଏ କିନ୍ତୁ ମଣିଷ ପ୍ରତିଦିନ ଯାଏ ତଥାପି ସେ ପଥର ହୋଇରହିଥାଏ । ଗୋଟିଏ ନାରୀ ପୁତ୍ରଟିଏ ଜନ୍ମଦେଲା ପରେ ତାର ଯୌବନ ତ୍ୟାଗ କରିଥାଏ କିନ୍ତୁ ସେହିପୁତ୍ର ସୁନ୍ଦର ପତ୍ନୀପାଇଁ ନିଜ ମାଆକୁ ତ୍ୟାଗ କରିଥାଏ ।
ଜୀବନରେ ସବୁ ସମୟରେ ଆମେ ଜୟ ଚାହିଁଥାଉ କେବଳ ଫୁଲଦୋକାନ ଏକମାତ୍ର ସ୍ଥାନ ଯେଉଁଠି ଆମେ ଯାଇ କହିଥାଉ ହାର୍ ଦରକାର କାରଣ ଆମେ ଭଗବାନକଙ୍କଠାରୁ ଜୟକରି ପାରୁନାହିଁ । ଧୀରେ ପଢନ୍ତୁ ଏହା ବହୁତ ମୂଲ୍ୟବାନ ଅଟେ । ସେଇଥୀପାଇଁ କଥାରେ ଅଛି :-
 waqt ka pata nehi chalta apno k sath, par apnoka pata chalta hai waqt k sath, waqt nehi badalta apno ke sath, par apne jarur badal jate hain waqt ke sath.
ତେଣୁ ବନ୍ଧୁ ଏ ଜୀବନ ବହୁତ ମୂଲ୍ୟବାନ ଅଟେ କାହିଁକି ନା ଏ ଜୀବନ ଯାହା ହେଉନା କାହିଁକି ଏହାମାତ୍ର ଥରେ ମିଳିଥାଏ


ତେଣୁ  ...... ବନ୍ଧୁ ଯଦି ନିଜ ଜୀବନପ୍ରତି ଟିକିଏ ଲୋଭଥାଏ ତାହେଲେ ଏହାକୁ ଏତେଜଣଙ୍କୁ
 Send କର ଯେପର୍ଯ୍ୟନ୍ତ ପୁଣିଥରେ ନିଜ ପାଖକୁ  ଆସୁ ................


💝💝💝💝💝💝