3
Posted by Basant Info on September 09, 2017 with No comments
👴👴👴👴👴👴👴👴👱
ଗୋଟେ ଥର ରାଜାଙ୍କ ଦରବାରରେ ଜଣେ ଫକୀର ଗୀତ ଗାଉଥିଲା
🗣ଫକୀର ବହୁତବଢିଆ ଗୀତ ଗାଉଛି
ରାଜା କହିଲେ ୟାକୁ ବହୁତ ଗୁଡିଏ ସୂନା✨✨✨ ଦେଇଦିଅ।
🗣🗣ଫକୀର ଆହୁରି ବଢିଆ ଗୀତ ଗାଇଲା ।
ରାଜା କହିଲେ ୟାକୁ ହୀରାମାଳ 💎 💎 ବି ଦେଇଦିଅ।
🗣🗣🗣ଫକୀର ଆହୁରି ବଢିଆ ଗୀତ ଗାଇଲା ।
ରାଜା କହିଲେ ୟାକୁ ଧନରତ୍ନ ଭରା ସିନ୍ଧୁକ💰💰💰 ବି ଦେଇଦିଅ ।
🗣🗣🗣🗣 ଫକୀର ଆହୁରି ବଢିଆ ଗୀତ ଗାଇଲା ।
ରାଜା କହିଲେ ୟାକୁ ବହୁତ ଜମି ଘରବାଡି🏜🏞 ଦେଇଦିଅ ।
ଫକୀର ଗୀତ ଗାଇ ଚାଲିଗଲା 🚶🏼।
ଆଉ
🙃🙂ନିଜ ସ୍ତ୍ରୀ ଛୁଆଙ୍କୁ କହିଲା ଆଜି ଆମ ରାଜା ମୋ ଗୀତରେ ଖୁସି ହୋଇ ବହୁତ ଉପହାର🏆🏆🎖🎖🏵🏵 ଦେଲେ ।
💫✨⭐🌟ହୀରା ସୁନା ଜମି ବି ଦେଲେ ।
👯♂🕺👭 ସମସ୍ତେ ବହୁତ ଖୁସି ହେଲେ ।
କିଛି ଦିନ ବିତି ଗଲା ।
😌ଫକୀରକୁ ମିଳିବା କଥା ଧନରତ୍ନ ଏଯାଏ ତା ପାଖରେ ପହଁଚିନି...
ଫକୀର ଦରବାରକୁ ଆଉଥରେ ଗଲା ...
କହିଲା....
"ମହାରାଜ ଆପଣଙ୍କ ଦ୍ୱାରା ଦିଆ ଯାଇଥିବା ଉପହାର ଏଯାଏ ମୋ ପାଖରେ ପହଞ୍ଚିନି "¿¿¿¿
🤴ରାଜା କହିଲେ..,,,
🤞ଆରେ ଫକୀର ଦେବା-ନେବା କଥା କାହିଁକି ଉଠଉଛୁ ।
"ତୁ ମୋ କାନକୁ 👂ଖୁସୀ କଲୁ"...
ଆଉ
🤗ମୁଁ ତୋ କାନକୁ 👂 ଖୁସିକଲି ।
😛😝😜😛😝😜😳😳😳
😇ଫକୀର ବେହୋସ😴
👊ରାଜାଙ୍କ ଅସଲ ନାମ ନରେନ୍ଦ୍ର ମୋଦୀ ।
👊ଇଏ ନୂଆ ଅଟେ।ତାଜା ତାଜା,,,,,,,,

0 comments:
Post a Comment